PAK vs UAE Live: ଦୁବାଇରେ ହାଇଡ୍ରାମା, UAE ସହ ମ୍ୟାଚ୍ ଖେଳିବ ପାକିସ୍ତାନ, ଷ୍ଟାଡିୟମ୍ ଅଭିମୁଖେ ଟିମ୍, ଘୁଞ୍ଚିଲା ସମୟ…
ନୂଆଦିଲ୍ଲୀ: ପାକିସ୍ତାନ ଟିମର ହଠାତ୍ ୟୁ ଟର୍ନ । UAE ବିପକ୍ଷରେ ଏବେ ମ୍ୟାଚ୍ ଖେଳିବ ପାକିସ୍ତାନ । ପାକିସ୍ତାନ କ୍ରିକେଟ୍ ବୋର୍ଡର ସଭାପତି ଏବଂ ଏସୀୟ କ୍ରିକେଟ୍ ପରିଷଦର ଅଧ୍ୟକ୍ଷ ମୋହସିନ୍ ନକଭି ଦଳକୁ ଷ୍ଟାଡିୟମରେ…

