ବ୍ୟକ୍ତିଗତ ସଚିବ, OSD ପାଇଁ ଜାରି ହେଲା ଗାଇଡଲାଇନ୍: ଯୁଗ୍ମ ସଚିବ ପାହ୍ୟା ଅଫିସର ହୋଇପାରିବେ ବ୍ୟକ୍ତିଗତ ସଚିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟକ୍ତିଗତ ସଚିବ, ଓଏସଡି, ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀ ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଅତିରିକ୍ତ ସଚିବ…
