ଟ୍ରମ୍ପଙ୍କ ୧୦୦% ଶୁଳ୍କ ବମ୍, ଭାରତୀୟ ଔଷଧ କମ୍ପାନୀରେ ବଡ଼ ପ୍ରଭାବ, କିଛି ଘଣ୍ଟାରେ କୋଟି କୋଟି ଟଙ୍କାର କ୍ଷତି
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଭାରତକୁ ଏକ ବଡ଼ ଝଟକା ଦେଇଛନ୍ତି। ଯଦିଓ ସେ ସିଧାସଳଖ ଭାରତ ଉପରେ ଟାର୍ଗେଟ୍ କରିନାହାଁନ୍ତି, କିନ୍ତୁ ତାଙ୍କର ଏହି କାମରେ ଭାରତକୁ ଅନେକ କ୍ଷତି ସହିବାକୁ…

