ଟ୍ରମ୍ପଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର! UNGA ରେ ଭାଷଣ ପୂର୍ବରୁ ସାଇବର ଆଟାକ୍, US ସିକ୍ରେଟ ସର୍ଭିସ ଯୋଜନାକୁ କଲା ପଣ୍ଡ
ୱାଶିଂଟନ: US ସିକ୍ରେଟ ସର୍ଭିସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି। ଜାତିସଂଘ ସାଧାରଣ ସଭା (UNGA)ର 80ତମ ଅଧିବେଶନ ପୂର୍ବରୁ US ସିକ୍ରେଟ ସର୍ଭିସ ନ୍ୟୁୟର୍କରେ ଏକ ବଡ଼…

