IND VS PAK ସୁପର ୪ ରାଉଣ୍ଡରେ ହେବ ବଡ଼ ଟକ୍କର, କିଏ ଜିତିବ ଟସ୍, ଇଣ୍ଡିଆର ପ୍ଲେଇଂ ୧୧କୁ ନେଇ ଆସିଲା ବଡ଼ ଖବର
ଓଡ଼ିଶାଭାସ୍କର: ଆଜି ୨୦୨୫ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ପୂର୍ବରୁ ଏହି ଦୁଇ ଦଳ ଲିଗ୍ ପର୍ଯ୍ୟାୟରେ ମୁହାଁମୁହିଁ ହୋଇଥିଲେ। ଏବେ, ସେମାନେ ସୁପର ୪ ରାଉଣ୍ଡରେ ପୁଣି ଥରେ ମୁହାଁମୁହିଁ…

