ଆଜି ହେବ Ind Vs Oman ଟକ୍କର, ଏହି ଭାରତୀୟ ଖେଳାଳିଙ୍କୁ ଆଜିର ମିଳିବ ସ୍ଥାନ, ପ୍ଲେଇଂ ୧୧କୁ ନେଇ ବଢ଼ୁଛି ଚର୍ଚ୍ଚା
ଓଡ଼ିଶାଭାସ୍କର: ଭାରତୀୟ ଦଳ ଆଜି ଶୁକ୍ରବାର (୧୯ ସେପ୍ଟେମ୍ବର) ଦିନ ଏସିଆ କପ୍ ୨୦୨୫ ରେ ଓମାନ ସହିତ ମୁକାବିଲା କରିବ। ଓମାନ ସୁପର ଫୋର ଦୌଡ଼ରୁ ବାଦ୍ ପଡ଼ିସାରିଛି। ତଥାପି, ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୫ ରେ ସୁପର ଫୋର…

