ଏମିତି ଏକ ଦେଶ ଯେଉଁଠି ରାତି ଅଧରେ ମଧ୍ୟ ଖୋଲାଯାଏ ଦୋକାନ,ବଜାର; ରାତିରେ ମଧ୍ୟ ଦିଶେ ସୂର୍ଯ୍ଯାଲୋକ…
ଓଡିଶା ଭାସ୍କର: ଆମେ ପ୍ରାୟତଃ ଦିନ ରାତି ଦୁଇଟା ଯାକ ଅନୁଭବ କରିଛୁ। ମାତ୍ର କଣ ଆପଣ ଜାଣନ୍ତି କି ଏମିତି କିଛି ଦେଶ ଅଛି ଯେଉଁଠାରେ ଦୁଇ ମାସରୁ ଅଧିକ ସମୟ ଧରି ସୂର୍ଯ୍ଯ ଅସ୍ତ ହୁଅନ୍ତି ନାହିଁ, ସେଠାରେ ସବୁବେଳେ…
