ପକେଟ ଉପରେ ଟାରିଫ୍ ମାଡ଼! ଗୋଟିଏ ଝଟକାରେ ୯୯୯ ଟଙ୍କା ମହଙ୍ଗା ହୋଇଗଲା ଏୟାରଟେଲ୍ ର ଏହି ପ୍ଲାନ
ଓଡିଶାଭାସ୍କର: ଏୟାରଟେଲ ଏକ ପ୍ଲାନର ମୂଲ୍ୟ ୯୯୯ ଟଙ୍କା ବୃଦ୍ଧି କରି ଏହାର ପ୍ରିପେଡ ଉପଭୋକ୍ତାଙ୍କୁ ଏକ ବଡ଼ ଝଟକା ଦେଇଛି। ଯେକୌଣସି ବ୍ୟକ୍ତି ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ଥରରେ ମୂଲ୍ୟ ୯୯୯ ଟଙ୍କା ବୃଦ୍ଧି…
