ବଡ଼ ଧରଣର ପ୍ଲେନ କ୍ରାସ, ବିମାନରେ ଥିଲେ ଉପମୁଖ୍ୟମନ୍ତ୍ରୀ; ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏଯାଏଁ ମିଳୁନି ସୂଚନା; ସାମ୍ନାକୁ ଆସିଲା ବିମାନ…
ନୂଆଦିଲ୍ଲୀ: ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ବାରାମତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମହାରାଷ୍ଟ୍ରର ବାରାମତିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ହଠାତ୍ ଦୁର୍ଘଟଣାଗ୍ରସ୍ତ…
