କାଚ, ପ୍ଲାଷ୍ଟିକ୍ ନା ପିତଳ.. କେଉଁ ପ୍ଲେଟରେ ଖାଇଲେ ସ୍ଵାସ୍ଥ୍ୟ ପାଇଁ ସବୁଠୁ ଭଲ, ଜାଣନ୍ତୁ…
ଓଡ଼ିଶା ଭାଷ୍କର: ଆମ ଦୈନନ୍ଦିନ ଜୀବନରେ ଆମେ କ’ଣ ଖାଉଛୁ ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ, ଆମେ କେଉଁ ପାତ୍ରରେ ଖାଉଛୁ ତାହା ସେତିକି ଗୁରୁତ୍ୱପୂର୍ଣ୍ଣ। ପ୍ରକୃତରେ, ଆମେ ଯେଉଁ ପାତ୍ରରେ ଖାଉଛୁ ତାହା ସିଧାସଳଖ ଆମ…
