ଟିମ ଘୋଷଣାରେ ତିନି ସାଙ୍ଘାତିକ ଭୁଲ କରିଲା ପାକିସ୍ତାନ; ଏହି ୩ ମ୍ୟାଚ ବିଜେତାଙ୍କୁ ଦଳରୁ କରିଦେଲା ବିଦା; ଆଉ କାହା ଭରଷାରେ ଜିତିବ?
ନୂଆଦିଲ୍ଲୀ: ପାକିସ୍ତାନ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଆନୁଷ୍ଠାନିକ ଭାବରେ ତା’ର ଦଳ ଘୋଷଣା କରିଛି। ଫେବୃଆରୀ ୭ରୁ ଆରମ୍ଭ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତଙ୍କ ନଜର ପାକିସ୍ତାନ ଦଳ ଉପରେ ଥିଲା। ସଲମାନ ଅଲି…
