ପାକିସ୍ତାନ ବିପକ୍ଷ ଫାଇନାଲ୍ ପୂର୍ବରୁ ଟିମ୍ ଇଣ୍ଡିଆର ପ୍ଲେଇଂ ୧୧ରେ ଦୁଇଟି ବଡ଼ ପରିବର୍ତ୍ତନ, ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନଙ୍କ ସହ ବାଦ୍ ପଡ଼ିଲେ…
ଓଡିଶାଭାସ୍କର: ଏସିଆ କପ୍ ୨୦୨୫ ଫାଇନାଲ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାର ଅଛି। ଏହି ଟାଇଟେଲ୍ ଲଢ଼େଇ ପୂର୍ବରୁ ଟିମ୍ ଇଣ୍ଡିଆ ଆଘାତ ଜନିତ ଛାୟାର ସାମ୍ନା କରୁଛି।
ତେବେ ବଡ଼ ପ୍ରଶ୍ନ ହେଉଛି ପାକିସ୍ତାନ…

