ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦୀ ସରକାର; ତୁରନ୍ତ ସାରିଦିଅନ୍ତୁ ଏହି କାମ, ନଚେତ ମିଳିବନି ୨୦୦୦ ଟଙ୍କା
PM Kisan Yojana:ଚାଷୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର ୨୦୦୦ ଟଙ୍କା କିସ୍ତି ଜାରି କରିବେ। ଏହି କିସ୍ତିଗୁଡ଼ିକ ପ୍ରାୟ ୧୧ କୋଟି ଚାଷୀଙ୍କୁ ଲାଭ ଦେବାର ଆଶା କରାଯାଉଛି।
ମୋଦି ସରକାର DBT ମାଧ୍ୟମରେ ଏକ…
