Breaking News ଆଦମପୁରରେ ମୋଦୀଙ୍କ ଗର୍ଜନ: “ଭାରତର ଶତ୍ରୁକୁ ମାଟିରେ ମିଶାଇବୁ” Odisha Bhaskar Bureau May 13, 2025 ନୂଆଦିଲ୍ଲୀ: ସେନାଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ଭାରତୀୟ ଡ୍ରୋନ୍, ମିଶାଇଲ କଥା ଭାବି ଉଡ଼ିଛି ପାକିସ୍ତାନର ନିଦ । ୨୦/୨୫ ମିନିଟ ଭିତରେ ସଠିକ୍ ଟାର୍ଗେଟ୍ ନିଶ୍ଚିତ ବାହାଦୂରୀ । ସେନା ଯାହା କରିଛି ତା ଅକଳ୍ପନୀୟ…