Tariff Tension: ଯେସାକୁ ତେସା ନୀତି; UNGA ସାଧାରଣ ପରିଷଦରେ ସାମିଲ ହେବେ ନାହିଁ ମୋଦୀ, ଜୟଶଙ୍କର ସମ୍ଭାଳିବେ ମୋର୍ଚ୍ଚା!
ନୂଆଦିଲ୍ଲୀ: ଶୁଳ୍କ ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମାସ ଶେଷରେ ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ସଭା (UNGA) ଅଧିବେଶନରେ ଯୋଗଦେବେ…

