PM RAHAT: ସଡ଼କ ଦୁର୍ଘଟଣାରେ ଆହତଙ୍କୁ ମିଳିବ ମାଗଣା ଚିକିତ୍ସା; ମୋଦୀ ସରକାର ଆରମ୍ଭ କଲେ ନୂଆ ଯୋଜନା, ଜାଣନ୍ତୁ ଡିଟେଲ୍ସ…
ନୂଆଦିଲ୍ଲୀ: ସଡକ ଦୁର୍ଘଟଣାରେ ଆହତମାନଙ୍କ ପାଇଁ କେନ୍ଦ୍ର ସରକାର ନେଲେ ଏକ ବଡ଼ ପଦକ୍ଷେପ। ଏଥର ଯୋଗ୍ୟ ସଡ଼କ ଦୁର୍ଘଟଣା ପୀଡିତଙ୍କୁ ଦୁର୍ଘଟଣା ତାରିଖରୁ ସାତ ଦିନ ପାଇଁ 1.5 ଲକ୍ଷ ପର୍ଯ୍ୟନ୍ତ କ୍ୟାସଲେସ ଅର୍ଥାତ ମାଗଣା…
