LDPର ଐତିହାସିକ ବିଜୟ, ବହୁମତରେ ବିଜୟ ଲାଭ କଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
Japan Election: ଜାପାନରେ, ପ୍ରଧାନମନ୍ତ୍ରୀ ସାନାଏ ତାକାଏଚିଙ୍କ ଲିବରାଲ ଡେମୋକ୍ରାଟିକ୍ ପାର୍ଟି (LDP) ରେକର୍ଡ ଭାଙ୍ଗି ବିଜୟ ସହିତ କ୍ଷମତାକୁ ଫେରିବାକୁ ଯାଉଛି। ରବିବାର ସଂସଦୀୟ ନିର୍ବାଚନରେ ଶାସକ ଦଳ…
