୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଦେଉଛନ୍ତି ସରକାର; ଆପଣ ମଧ୍ୟ ଉଠାଇ ପାରିବେ ଲାଭ; ଜାଣିରଖନ୍ତୁ କେଉଁ ମାନଙ୍କୁ ମିଳୁଛି …
ନୂଆଦିଲ୍ଲୀ: ଦେଶର କେନ୍ଦ୍ର ଏବଂ ରାଜ୍ୟ ସରକାର ଲୋକମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ ଅନେକ ଯୋଜନା ଚଲାନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ ଯୋଜନା, ଯାହାକୁ…

