ଗରିବ ଲୋକଙ୍କୁ ଭଡ଼ା ଘର ଯୋଗେଇବେ ରାଜ୍ୟ ସରକାର; ଘର ଖୋଜିବା ଟେନସନ ହେଲା ଦୂର, ଏଣିକି ସରକାର ଦେବେ ଘର
ଭୁବନେଶ୍ୱର: ସହରାଞ୍ଚଳରେ ବସବାସ କରୁଥିବା ସ୍ବଳ୍ପ ଆୟକାରୀ ବର୍ଗର ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିବ ଭଡ଼ା ଘର । ବିଭିନ୍ନ ଜିଲ୍ଲାରେ ଖାଲି ପଡ଼ିଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଘରଗୁଡ଼ିକୁ ମରାମତି କରି ଆର୍ଥିକ…
