ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ଜବରଦସ୍ତ ସଫଳତା; ୭ ବର୍ଷରେ ଖୋଲିଛି ୪୪ କୋଟି
ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ମିଳିଛି ବଡ ସଫଳତା । ବିଗତ ୭ ବର୍ଷ ମଧ୍ୟରେ ଏହି ଯୋଜନାରେ ୪୪ କୋଟି ନୂତନ ଆକାଉଣ୍ଟ ଖୋଲାଯାଇଛି । ବିନା ଦେୟରେ ଆକାଉଣ୍ଟ ଖୋଲାଯାଉଥିବାରୁ ସାଧାରଣରେ ଏହାକୁ ବେଶ ପସନ୍ଦ…