ସ୍ତ୍ରୀଙ୍କ ନାଁରେ ୨ ଲକ୍ଷ ଟଙ୍କାର କରନ୍ତୁ FD, ୨୪ ମାସ ପରେ ମିଳିବ ଏତିକି ସୁଧ, ଜାଣନ୍ତୁ ହିସାବ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ଫେବୃଆରୀଠାରୁ ଜୁନ ପର୍ଯ୍ୟନ୍ତ ରେପୋ ରେଟ୍ରେ ୧.୦୦ ପ୍ରତିଶତର ବଡ଼ ହ୍ରାସ କରିଛି। ଆରବିଆଇର ଏହି ପଦକ୍ଷେପରେ କାର ଲୋନ, ହୋମ ଲୋନ ଏବଂ ପର୍ସନାଲ ଲୋନରେ ସୁଧ ହ୍ରାସ…
