ସାନଦାର ବିଜନେସ୍: ମାତ୍ର ୫୦୦୦ ଟଙ୍କାରେ ଖୋଲନ୍ତୁ ମିନି ପୋଷ୍ଟ ଅଫିସ୍, ମାସକୁ ମାସ କରନ୍ତୁ ମୋଟା ଅଙ୍କର ଆୟ
ନୂଆଦିଲ୍ଲୀ: ଯଦି ଆପଣ ବହୁତ ଦିନ ଧରି ଏପରି ଏକ ବ୍ୟବସାୟ ଆରମ୍ଭ କରିବାକୁ ଭାବୁଛନ୍ତି ଯାହା ପାଇଁ ଅଧିକ ଟଙ୍କା ଆବଶ୍ୟକ ନାହିଁ ଏବଂ ଭଲ ଆୟ ମଧ୍ୟ ପ୍ରଦାନ କରେ, ତେବେ ଭାରତୀୟ ଡାକ କିମ୍ବା ପୋଷ୍ଟ ଅଫିସ ଫ୍ରାଞ୍ଚାଇଜ୍…

