Breaking: ଓ୍ୱକଫ ବିଲ୍ ସପକ୍ଷରେ ଭୋଟ୍, ସସ୍ମିତଙ୍କ ବିରୋଧରେ ବିଜେଡି ନେବ କଠୋର କାର୍ଯ୍ୟାନୁଷ୍ଠାନ!
ଭୁବନେଶ୍ୱର: ବିଜେଡିରେ ବଡ଼ କମ୍ପନ। ଦୁଇଫାଳ ହୋଇଗଲା କି ଶଙ୍ଖ। ଓ୍ୱକଫ ବିଲ୍ ସପକ୍ଷରେ ଭୋଟ ଦେଇ ବିବାଦରେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନବୀନଙ୍କୁ ଚିଠି…
