ଖବର ବାରମ୍ବାର ଶୋଷ ଲାଗୁଥିଲେ ହୋଇପାରେ ଏହି ବଡ଼ ରୋଗ, ଜାଣନ୍ତୁ ଲକ୍ଷଣ Rojalin Mishra Jul 18, 2025 ନୂଆଦିଲ୍ଲୀ: ମଧୁମେହ ଏକ ଗମ୍ଭୀର ରୋଗ। ହେଲେ ଯତ୍ନ ନେଲେ ଏହାକୁ କଂଟ୍ରୋଲ କରାଯାଇପାରିବ। ଏବେ ଘରେ ଘରେ ମଧୁମେହ ରୋଗୀ। ଯଦି ଏହାକୁ ସମୟ ମଧ୍ୟରେ ଚିହ୍ନଟ କରାଯାଏ, ତେବେ ଏହାକୁ ଏଡାଯାଇପାରିବ। ପ୍ରି-ଡାଇବେଟିସ୍ ହେଉଛି…