ରାଷ୍ଟ୍ରପତି ଭବନ ଜାଳିଦେଲେ ବିକ୍ଷୋଭକାରୀ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବି ଲଗାଇଦେଲେ ନିଆଁ
କାଠମାଣ୍ଡୁ: ନେପାଳରେ ବିଦ୍ରୋହର ଦ୍ୱିତୀୟ ଦିନରେ ନିଆଁ ଜଳୁଛି। ଛାତ୍ରମାନଙ୍କ ନେତୃତ୍ୱରେ ସରକାର ବିରୋଧୀ ହିଂସାତ୍ମକ ପ୍ରତିବାଦ ଜାରି ରହିଛି। ପ୍ରତିବାଦକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ…

