କାଲିଠୁ ସାରା ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍, ସୁରକ୍ଷା ଯୋଗାଇ ଦେବେ ସରକାର
ଭୁବନେଶ୍ୱର: ଚାରିଦିନ ପରେ କାଲିଠୁ ଗଡ଼ିବ ଘରୋଇ ବସ୍। ଓଡ଼ିଶା ବସ୍ ମାଲିକ ସଂଘର ବଡ଼ ନିଷ୍ପତ୍ତି। କିଛି ସମୟ ପୂର୍ବରୁ ପୁରୀରେ ଚାଲିଥିଲା ଘରୋଇ ବସ୍ ମାଲିକ ସଂଘର ବୈଠକ। ଏହି ବୈଠକ ପରେ ସବୁ ଘରୋଇ ବସ୍ ଚାଲିବା ନେଇ…
