ଦେଶ ଆଉ ଡରାଇପାରିବନି ଶତ୍ରୁ, ଏଥର ନଜର ରଖିବ ସାଟେଲାଇଟ୍ Seema Mohapatra May 17, 2025 ନୂଆଦିଲ୍ଲୀ: ଏବେ ସାଟେଲାଇଟ ମାଧ୍ୟମରେ ଶତ୍ରୁମାନଙ୍କ ଉପରେ ନଜର ରଖିବ ଇସ୍ରୋ( ISRO) । ଇସ୍ରୋ (ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠ) ର ପିଏସ୍ଏଲ୍ଭି-ସି୬୧/ଇଓଏସ-୦୯(PSLV-C61/EOS-09)ମିଶନ ଉତ୍କ୍ଷେପଣ ତାରିଖ…