Asia Cup: ଟିମ୍ ଇଣ୍ଡିଆ ଖେଳାଳିଙ୍କ ମିଳିବ ଦଣ୍ଡ, ହାତ ନମିଳେଇ ICC ନିୟମକୁ କଲେ ଉଲ୍ଲଘଂନ
ନୂଆଦିଲ୍ଲୀ: ଏସିଆ କପ୍ 2025ର ଷଷ୍ଠ ମ୍ୟାଚ୍ରେ ଭାରତ ପୁଣି ଥରେ ପାକିସ୍ତାନକୁ କରିଛି ଧୁଳିସାତ। ଦଳ ଦେଖାଇଛି ଶକ୍ତି। ବିଜୟ ଖୁସି ପରେ ଟିମ୍ ଇଣ୍ଡିଆକୁ ମାଡ଼ି ଆସିଛି ବିପଦ। କିନ୍ତୁ ମ୍ୟାଚ୍ ପରେ ଏକ ବଡ଼ ବିବାଦ…

