ଶବ ପଛରେ ୪ କି.ମି ଯାଏଁ ଦୌଡ଼ିଲା, ଖାଇବା ପିଇବା ଛାଡ଼ିଦେଲା, ତା’ପରେ ଚିତା ପାଖରେ ବସି… ବିଶ୍ୱସ୍ତ ହେବ ତ ଏମିତି
ଓଡିଶାଭାସ୍କର: କଥାରେ ଅଛି ଚାରି ଗୋଡ଼ିଆ କୁକୁରକୁ ବିଶ୍ୱାସ କରିବ କିନ୍ତୁ ୨ ଗୋଡ଼ିଆକୁ ନୁହେଁ। ଏକଥା କହିବାର ଅନେକ ତାତ୍ପର୍ଯ୍ୟ ବି ଅଛି। କାରଣ ମଣିଷ ମାନେ ବେଳେବେଳେ ସ୍ୱାର୍ଥ ଲୋଭରେ ପଡ଼ି ବେଇମାନ ହୋଇଯାଆନ୍ତି।…

