ଫିଫା ବିଶ୍ୱକପ ୨୦୨୬ କ୍ୱାଲିଫାୟର୍ସରେ ଭାରତ ପରାସ୍ତ: ୨-୧ରେ ଜିତିଲା ଆଫଗାନିସ୍ତାନ
ନୂଆଦିଲ୍ଲୀ: ଆଜି ରଙ୍ଗର ପର୍ବ ହୋଲିରେ କ୍ରୀଡ଼ା ଜଗତରୁ ଆସିଛି ଏକ ନିରାଶାଜନକ ଖବର । ଫିଫା ବିଶ୍ୱକପ ୨୦୨୬ କ୍ୱାଲିଫାୟର୍ସରେ ଭାରତ ପରାସ୍ତ ହୋଇଛି । ଆସାମର ଗ୍ୱାହାଟୀର ଇନ୍ଦିରା ଗାନ୍ଧି ଆଥଲେଟିକ୍ସ ଷ୍ଟାଡିୟମରେ…
