ରାଜନୈତିକ ହତ୍ୟା: ତେଜସ୍ୱୀ ଯାଦବଙ୍କ ବିରୋଧରେ ଲଢ଼ିଥାଆନ୍ତେ, ଦିନ ଦ୍ବିପ୍ରହରେ ଗୁଳି କରି ମାରିଦେଲେ
ପାଟଣା: ବିହାରର ରାଜଧାନୀ ପାଟନାରେ ହତ୍ୟା ଘଟଣା କମିବା ନାଁ ଧରୁନାହିଁ। ଅପରାଧୀମାନେ ପୁଣି ଥରେ ଆଇନ ଶୃଙ୍ଖଳାକୁ ଚ୍ୟାଲେଞ୍ଜ କରି ଜଣେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି…

