ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ! ମାର୍ଚ୍ଚ ୧ରୁ ବନ୍ଦ ହୋଇଯିବ ରେଲୱେର ଏହି ସେବା, ତାପୂର୍ବରୁ କରି ନିଅନ୍ତୁ ଏହି ଜରୁରୀ କାମ
ନୂଆଦିଲ୍ଲୀ: ଯଦି ଆପଣ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି ଏବଂ ଆପଣଙ୍କର ମୋବାଇଲ୍ ଫୋନ୍ ବ୍ୟବହାର କରି ଟିକେଟ୍ ବୁକ୍ କରିବାରେ ଅଭ୍ୟସ୍ତ, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରେଳବାଇ ୧…
