ନିଜଠାରୁ ୧୨ ବର୍ଷ ସାନ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ରାମବିଲାସ ପାସୱାନ, ପ୍ରେମିକା ପାଇଁ ଛାଡିଦେଇଥିଲେ ସିଗାରେଟ
ପାଟନା: ରାମ ବିଳାସ ପାସୱାନ ବିହାର ରାଜନୀତିରେ ବେଶ ଜଣାଶୁଣା ଚେହେରା । ସେ ଏକାକୀ ଲୋକ ଜନଶକ୍ତି ପାର୍ଟି ପ୍ରତିଷ୍ଠା କରିଥିଲେ। 2000 ମସିହାରେ, ସେ ଜନତା ଦଳ (ସଂଯୁକ୍ତ) ରୁ ଅଲଗା ହୋଇ ନିଜର ଦଳ ଗଠନ କରିଥିଲେ।…

