ଆଶ୍ଚର୍ଯ୍ୟକର ଭିଡ଼ିଓ, ବିଚ୍ ରାସ୍ତା ଉପରେ ବିଶାଳ କୁମ୍ଭୀର ସହ ଲଢୁଛନ୍ତି ଜଣେ ବ୍ୟକ୍ତି
ନୂଆଦିଲ୍ଲୀ: କୁମ୍ଭୀର କେତେ ଭୟଙ୍କର ତାହା ତ ଆପଣମାନେ ଜାଣିଥିବେ। ଆଉ କୁମ୍ଭୀର ସହ ଲାଗିବା ମାନେ ମୃତ୍ୟୁକୁ ହାତ ଠାରି ଡାକିବା ସହ ସମାନ। ହେଲେ ଏବେ ଏମିତି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ବି…

