Breaking News ଆଜିଠୁ ବାହାର ରତ୍ନଭଣ୍ଡାର ମରାମତି, 8 ଦିନରେ କାମ ସାରିବାକୁ ଯୋଜନା Seema Mohapatra Jun 28, 2025 ପୁରୀ: ଆଜିଠୁ ଆରମ୍ଭ ହେବ ବାହାର ରତ୍ନଭଣ୍ଡାର ମରାମତି । ଆସନ୍ତା 8 ଦିନ ଭିତରେ କାମ ସାରିବାକୁ ଯୋଜନା । ବାହାର ରତ୍ନଭଣ୍ଡାରର 90ଟି ପଥର ବଦଳାଇଯାଇପାରେ । କମ୍ ସମୟ ଥିବାରୁ ପ୍ରତିଦିନ 3ଟି ସିଫ୍ଟରେ କାମ କରିବେ…