Ravichandran Ashwin BBL Team: IPLରୁ ସନ୍ନ୍ୟାସ ପରେ BBLରେ ଅଶ୍ବିନଙ୍କ ଏଣ୍ଟ୍ରି, ପାକିସ୍ତାନ ଖେଳାଳିଙ୍କ ସହ ଆସିବେ ନଜର !
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରୁ ଅବସର ନେବା ପରେ, ପୂର୍ବତନ ଭାରତୀୟ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ବିଦେଶୀ ଟି୨୦ ଲିଗରେ ସୁଯୋଗ ଖୋଜିବା ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ, ସେ ଏକ ପ୍ରମୁଖ ଲିଗରେ…

