ସାଇବର ଫ୍ରଡ୍ ହେଲେ ମିଳିବ 25,000 ପର୍ଯ୍ୟନ୍ତ ସହାୟତା; RBI ନେଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଛୋଟ ରାଶିର ଫାଇନାନ୍ସିଆଲ୍ ଫ୍ରଡ୍ ମାମଲାରେ ଗ୍ରାହକଙ୍କୁ ବଡ଼ ଆଶ୍ବସ୍ତି ମିଳିପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏମିତି ମାମଲାରେ ଗ୍ରାହକଙ୍କୁ ସର୍ବାଧିକ 25,000 ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ…
