Bank Holiday Today: ବିଶ୍ୱକର୍ମା ପୂଜା ପାଇଁ ବ୍ୟାଙ୍କ ଖୋଲା ନା ବନ୍ଦ, ବ୍ୟାଙ୍କ କାମରେ ଯିବା ପୂର୍ବରୁ ପଢ଼ନ୍ତୁ ଖବର
ନୂଆଦିଲ୍ଲୀ: ଆଜି ଦେଶରେ ବିଶ୍ୱକର୍ମା ପୂଜା ପାଳନ କରାଯାଉଛି। ଲୋକମାନେ ଏହି ଦିନ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରନ୍ତି, ଏବଂ ଅନେକ ରାଜ୍ୟରେ ଛୁଟି ମଧ୍ୟ ଘୋଷଣା କରାଯାଏ।। ତେଣୁ, ସବୁଠାରୁ ବଡ଼ ପ୍ରଶ୍ନ ହେଉଛି…

