ଶସ୍ତା ହେବ କାର, ହୋମ ଲୋନ! RBI ଏମପିସି ମିଟିଂ, ଏଥର EMIକୁ ନେଇ ମିଳିବ ବଡ଼ ଆଶ୍ବସ୍ତି; ଜାଣନ୍ତୁ ଏକ୍ସପର୍ଟଙ୍କ ମତ…
RBI MPC Meeting: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ବୈଠକ ଆଜି ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକ ସମୟରେ, RBI ରେପୋ ହାର ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନିଷ୍ପତ୍ତି ନେବ। ରେପୋ ହାର…
