ଟ୍ରାକ୍ଟରର ଦୁଇଟି ପଛ ଚକ ସବୁବେଳେ ବଡ଼ କାହିଁକି? ଅଧେ ଲୋକଙ୍କୁ ଜଣା ନାହିଁ ଏହାର ଉତ୍ତର; ଆପଣ ବି ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ, ଆମର ଆଖି ଅନେକ ଜିନିଷ ଦେଖେ। ଆମେ ଭିନ୍ନ ଭିନ୍ନ ଲୋକ, ଭିନ୍ନ ଭିନ୍ନ ମେସିନ୍ ଦେଖୁ। ଆମେ ମେଟ୍ରୋ, କାର, ଟ୍ରେନ୍, ବସ୍ ଏବଂ ବାଇକ୍ ଦେଖୁ। ଆମେ ଆହୁରି ଅନେକ ଜିନିଷ ମଧ୍ୟ…
