ଫ୍ରିଜ ଉପରେ ଭୁଲରେ ରଖନ୍ତୁନି ଏହି ସବୁ ଜିନିଷ; ଆପଣଙ୍କ ଏହି ଛୋଟ ଭୁଲ ପାଇଁ ଭୋଗିପାରନ୍ତି ବଡ଼ ଅସୁବିଧା
ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ଘରେ ରେଫ୍ରିଜରେଟର ଏକ ଆବଶ୍ୟକତା ପାଲଟିଛି। ଗ୍ରୀଷ୍ମ ଋତୁରେ ଥଣ୍ଡା ପାଣି ଠାରୁ ଆରମ୍ଭ କରି ଫଳ, ପନିପରିବା ଏବଂ ଖାଦ୍ୟ ସଂରକ୍ଷଣ ପର୍ଯ୍ୟନ୍ତ, ରେଫ୍ରିଜରେଟର ଆମ ଦୈନନ୍ଦିନ ଜୀବନର ଏକ…
