GSTକୁ ନେଇ ସରକାରଙ୍କ ବଡ଼ ଭେଟି, ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ୱସ୍ତି, ହେଲଥ ଇନସ୍ୟୁରାନ୍ସ ସହ ଏହି ସବୁ ଜିନିଷରେ ଦେବାକୁ ପଡ଼ିବନି ଟ୍ୟାକ୍ସ
ନୂଆଦିଲ୍ଲୀ: ଜିଏସଟି ବୈଠକରେ ସାଧାରଣ ଲୋକଙ୍କୁ ମିଳିଲା ଆଶ୍ୱସ୍ତି। ବୁଧବାର ଅନୁଷ୍ଠିତ ଜିଏସଟି ପରିଷଦର ବୈଠକରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ହୋଇଛି ବଡ଼ ଘୋଷଣା।
ଯେଉଁଥିରେ ଦୈନନ୍ଦିନ ଜୀବନରେ ବ୍ୟବହୃତ…

