GST ଦର ପରିବର୍ତ୍ତନରେ ଏତିକି କୋଟି ହେବ ରାଜସ୍ୱ ଘାଟା, ଜାଣନ୍ତୁ କ’ଣ କହୁଛି SBI ରିପୋର୍ଟ
ନୂଆଦିଲ୍ଲୀ: ଦେଶରେ ବସ୍ତୁ ଏବଂ ସେବା କରର ଦର ହ୍ରାସରେ ସରକାରଙ୍କୁ ରାଜସ୍ୱ ଆୟରେ ଘାଟା ହୋଇପାରେ। ଅନୁମାନ କରାଯାଇଛି ଯେ, ଜିଏସଟି ଦର ହ୍ରାସ ହେଲେ ୨୦୨୬ରେ କେନ୍ଦ୍ର ସରକାରଙ୍କୁ ୩,୭୦୦ କୋଟିର ରାଜସ୍ୱ ହ୍ରାସ,…

