(Video) ଭୋ ଭୋ ହୋଇ କାନ୍ଦିଲେ ହିରୋଙ୍କ ସ୍ତ୍ରୀ…. କାନ୍ତାରା ଚାପ୍ଟର-୧ କୁ ମିଳୁଛି ଲୋକଙ୍କ ଢେରସାରା ଭଲପାଇବା
ବେଙ୍ଗାଲୁରୁ: ଅଭିନେତା-ନିର୍ଦ୍ଦେଶକ ରିଷଭ ଶେଟ୍ଟୀଙ୍କ "କାନ୍ତାରା ଚାପ୍ଟର 1"କୁ ଥିଏଟରକୁ ଓଲ୍ହାଇ ସାରିଛି । ତାଙ୍କ ପ୍ରଶଂସକମାନେ ଫିଲ୍ମଟିକୁ ବେଶ ଉପଭୋଗ କରିଥିବା କୁହାଯାଉଛି । ନିକଟରେ, ଫିଲ୍ମର ଏକ ସ୍ୱତନ୍ତ୍ର…

