ଭାଉଜଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ ଫେମସ୍ ଗାୟକ କୁମାର ସାନୁ! ଗୁମର ଖୋଲିଦେଲେ ପ୍ରଥମ ସ୍ତ୍ରୀ
ମୁମ୍ବାଇ: ଭାରତର ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କ ପ୍ରଥମ ପତ୍ନୀ ରୀତା ଭଟ୍ଟାଚାର୍ଯ୍ୟ ଏକ ସାକ୍ଷାତକାରରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ରୀତା ହେଉଛନ୍ତି ଜାନ କୁମାର ସାନୁଙ୍କ ମାଆ। ତାଙ୍କର ସାମ୍ପ୍ରତିକ…

