ବଡ଼ ଖବର, ଦେଶର ୧୫ ତମ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ, ଦୁଇ ଦୁଇ ଥର ହୋଇଛନ୍ତି ସାଂସଦ, ରାଜ୍ୟପାଳ
ନୂଆଦିଲ୍ଲୀ: ସିପି ରାଧାକ୍ରିଷ୍ଣନ ଭାରତର ନୂଆ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ୪୫୨ ଭୋଟ ମିଳିଛି। ଏହା ସହିତ, ସିପି ରାଧାକ୍ରିଷ୍ଣନ ଭାରତର ୧୫ତମ ଉପରାଷ୍ଟ୍ରପତି ହୋଇଛନ୍ତି। ୬୭ ବର୍ଷୀୟ…

