ଲାଲକିଲ୍ଲାରେ ବଡ଼ କାଣ୍ଡ; ଚୋରୀ ହେଲା ସୁନା-ହୀରା ଖଞ୍ଜା କଳସ, ମୂଲ୍ୟ 1 କୋଟିରୁ ଉର୍ଦ୍ଧ୍ବ
ନୂଆଦିଲ୍ଲୀ: ଲାଲକିଲ୍ଲାରେ ବଡ଼ କାଣ୍ଡ । ଚୋରି ହେଲା ସୁନା, ହୀରା, ମୋତି, ମାଣିକ ଖଞ୍ଜା ଏକ ଅମୂଲ୍ୟ କଳସ । ଯାହାର ମୂଲ୍ୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ ।
ଦିଲ୍ଲୀ ଲାଲକିଲ୍ଲା ପାର୍କରେ ଆୟୋଜିତ ଏକ ଜୈନ ଧାର୍ମିକ…

