ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ! ଖେଳିବେନି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ
ନୂଆଦିଲ୍ଲୀ: ଅକ୍ଟୋବର ଆରମ୍ଭରେ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜରେ ଋଷଭ ପନ୍ତ ଖେଳିବେ ନାହିଁ। ଇଂଲଣ୍ଡ ଗସ୍ତ ସମୟରେ ପନ୍ତଙ୍କ ଗୋଡ଼ରେ ଆଘାତ ଲାଗିଥିଲା ଏବଂ ସେବେ ସେ ତାଙ୍କର ସୁସ୍ଥତାର ଭିଡିଓ…

