ରୁଷିଆ-ଆମେରିକା ଟକ୍କର; ଖୁଲମ ଖୁଲା ଆମେରିକା ବିରୋଧରେ କହିଲେ ବୈଦେଶିକ ମନ୍ତ୍ରୀ ସରଗେଇ…
ଓଡିଶା ଭାସ୍କର: ପୁଣି ଆମେରିକା ନୀତି, ନିୟମକୁ ନିନ୍ଦା କଲା ରୁଷିଆ। ଭାରତ ସମେତ ଅନ୍ଯାନ୍ଯ ଦେଶଗୁଡିକୁ ରୁଷିଆ ଠାରୁ ତୈଳ ନଆଣିବା ପାଇଁ ଆମେରିକା ବାଧ୍ଯ କରୁଥିବା ରୁଷିଆର ବୈଦେଶିକ ମନ୍ତ୍ରୀ ସରଗେଇ ଲାଭରୋର…
