କେତେବେଳେ ୪ଟି ତ କେତେବେଳେ ୩ଟି, ୨୭ ଥର ଗର୍ଭବତୀରେ ଜନ୍ମ କରିଛନ୍ତି ୬୯ ପିଲା, ଜାଣନ୍ତୁ ସେହି ମହିଳାଙ୍କ କାହାଣୀ
Mother of 69: ଆପଣମାନେ ସାଧାରଣତଃ ଯମଜ ସନ୍ତାନ ଜନ୍ମ ହେବା ବିଷୟରେ ଜାଣିଥିବେ । କିନ୍ତୁ ଏକା ଥରେ ଚାରି ଚାରିଟା ପିଲା ଜନ୍ମ କରିବା ସେ ବି ସୁସ୍ଥତାର ସହ ତାହା ଆପଣଙ୍କୁ ଟିକେ ଅଜବ ଲାଗିପାରେ । ନିକଟ ଅତୀତରେ ଏପରି…
